ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା

0 630

ଭୁବନେଶ୍ୱର,୬/୮(ଏସଏସନିୟୁଜ)କଳିଙ୍ଗ ଷ୍ଟୁଡିଓ ଛକରେ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସ୍‌ଟିଏଫ୍ ।ଏହାସହ ଚାଲାଣରେ ସଂପୃକ୍ତ ଥିବା ବଡମ୍ବାର ଚିତ୍ରସେନ ସାହୁ, ପାତ୍ରପଡ଼ାର ଖଗେଶ୍ବର ସାହୁ ଓ ଗଞ୍ଜାମ ଜିଲ୍ଲାର ଭାଗିରଥୀ ବେହେରାଙ୍କୁ ଗିରଫ କରିଛି । ଜଗତ୍‌ସିଂହପୁରରୁ ଏକ ଅଟୋ ଯୋଗେ ଭୁବନେଶ୍ବର ଅଣା ଯାଉଥିବା ଏହି ବଜ୍ରକାପ୍ତାକୁ ନେଇ ୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ବୋଲି ଏସ୍‌ଟିଏଫ୍ ହାବୁଡରେ ଧରାପଡିଥିବା ୱେବ୍ ସାମ୍ବାଦିକ ଚିତ୍ରସେନ ଗୁମର ଖୋଲିବାସହ ବାଇକରେ ସେ ଏସକର୍ଟ ଦେଉଥିଲେ ବୋଲି ଏସ୍‌ଟିଏଫ୍ କହିଛନ୍ତି ।

Leave A Reply

Your email address will not be published.