ଆସୁଛି ଆଉ ଏକ ବର୍ଷା

0 254

ଭୁବନେଶ୍ୱର,୧୩/୯(ଏସଏସନିୟୁଜ)ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏହାଭିତରେ ଗୋଟିଏ ବର୍ଷା ଥମିନି ଆସୁଛି ଆଉ ଏକ ବର୍ଷା ଓ ଆଉ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗରେ ଆସନ୍ତା ୧୭ତାରିଖରେ ସୃଷ୍ଟି ହେବାକୁଯାଉଛି । ଏହି ଘୂର୍ଣ୍ଣିବଳୟ ୧୭ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟିହୋଇ ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ । ଏହା ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ବର୍ଷା ଲାଗି ରହିବ ବୋଲି ଓଗଊ ଡିଜି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.