ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶ

0 309

ଭୁବନେଶ୍ବର,୧୪/୯(ଏସଏସନିୟୁଜ)ଲଗାଣ ବର୍ଷା ବିତ୍ପାତକୁ ଆଖି ଆଗରେ ରଖି ଖାଦ୍ୟ ଯୋଗାଣ ଓ ସ୍ଥାନାନ୍ତରଣ ଉପରେ ଗରୁତ୍ବ ଦେବାସହ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ।ନିମ୍ନମାନର ଅଞ୍ଚଳରେ ବନ୍ୟା ପରିସ୍ଥିତି ହୋଇପାରେ।ଏଣୁ ଯଦି ଗ୍ରାମ ଏବଂ ଘରେ ଜଳ ଯଦି ପ୍ରବେଶ କରେ ଏବଂ ଥଇଥାନର ଆବଶ୍ୟକତା ରହିଥାଏ, ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ବ୍ୟବସ୍ଥା କରାଯିବାସହ ରନ୍ଧା ଓ ଶୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ଜିନିଷ ଯୋଗାଇ ଦିଆଯିବ। ଯୋଗାଯୋଗ ସଡ଼କଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ୱ ଦେଇ ତତକ୍ଷଣାତ୍ ମରାମତି କରାଯିବାକୁ କୁହାଯାଇଛି।

Leave A Reply

Your email address will not be published.