0 219 Share କଟକ,୧୦/୧୦(ଏସ ଏସ ନିୟୁଜ) ପୂଜା ସମୟରେ କଟକ ସହରରେ ୨୦ଟି ସ୍ଥାନରେ ହେବ ଚେକ୍ ପୋଷ୍ଟ, ମୁତୟନ ହେବେ ୩୨ ପ୍ଲାଟୁନ ଫୋର୍ସ ୧୦୦ ଜଣ ଅଫିସର। ରାତି ୮ଟା ପରେ ହେବ ବାଇକ୍ ପାଟ୍ରୋଲିଂ।ପୂଜା ସମୟରେ ନାଇଟ କର୍ଫ୍ୟୁ କଟକଣା ପାଳନ ପାଇଁ ସହରବାସୀଙ୍କୁ ଅନୁରୋଧ କଲେ କଟକ ଡିସିପି ପ୍ରତିକ ସିଂହ । 0 219 Share