ପୋଖରୀରେ ଭାସୁଛି ଯୁବକର ମୃତଦେହ

0 224

ଭୁବନେଶ୍ବର,୧୦/୧୦(ଏସ ଏସ ନିୟୁଜ) ପାତ୍ରପଡ଼ା ନମ୍ରକାନି ମନ୍ଦିର ନିକଟରେ ଥିବା ଏକ ପୋଖରୀରେ ଜଣେ ସମ୍ଭ୍ରାନ୍ତ ଯୁବକଙ୍କ ମୃତଦେହ ଭାସୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।ଭାସୁଥିବା ଯୁବକ ଜଣକ ଚଷମା ପିନ୍ଧିଥିବା ବେଳେ ହାତରେ ଏକ ଘଡ଼ି ସହ ଚପଲ ପିନ୍ଧିଥିବା ଦେଖା ଯାଇଛି । ମୃତକଙ୍କ ପରିଚୟଏପର୍ଯ୍ୟନ୍ତ ମିଳି ପାରିନାହିଁ । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଛି ।

Leave A Reply

Your email address will not be published.