ସିଲ୍ ହେଲା ରେଷ୍ଟୁରାଣ୍ଟ

0 249

ଭୁବନେଶ୍ୱର, ୧୩/୧୦(ଏସ ଏସ ନିୟୁଜ) ରାଜ୍ୟ ସରକାର ପାର୍ବଣସମୟରେ କରୋନା ସଂକ୍ରମଣକୁ ରୋକିବା ନେଇ ବିଶେଷ କରି କଟକ ଏବଂ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁଲଗାଇଛନ୍ତି ।ଏହାସତ୍ୱେ ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟରେ ନବରାତ୍ରରେ ଦାଣ୍ଡିଆ କାର‌୍ୟ୍ୟକ୍ରମ ଆୟୋଜନ ହୋଇଥିବାର ଅଭିଯୋଗ ହୋଇଥିଲା । ୧୩ ଏବଂ ୧୪ରେ ଦାଣ୍ଡିଆ ନାଇଟ ପାଇଁ ସୋସିଆଲ ମିଡିଆରେ ଆଗୁଆ ଟିକଟ ବୁକିଂ ପାଇଁ ବିଜ୍ଞାପନ ଦିଆଯାଇଥିଲା ।ଏହି ଖବରପାଇ ବିଏମସି ପକ୍ଷରୁ ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟ ସିଲ୍ କରାଯାଇଛି ।

Leave A Reply

Your email address will not be published.