କଟକରେ ଏନକାଉଣ୍ଟର

0 402

କଟକ, ୧୬/୧୦(ଏସଏସନିୟୁଜ) ଆଜି ସକାଳ ସାଢେ ୬ଟାରେ କମିସନରେଟ ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ କନ୍ଦରପୁର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି ।ଏହାସହ ଗୋଟିଏ ଆପାଚେ ବାଇକ୍ ସହିତ ୭ ମିମି ପିସ୍ତଲ ଓ ୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛିପୋଲିସ ।ରାକେଶ କଟକରୁ ଜଗତସିଂହପୁରକୁ ଏକ ଆପାଚେ ମୋଟର ସାଇକେଲ୍ ଯୋଗେ ଆସୁଥିବା ବେଳେ କନ୍ଦରପୁର ଥାନା ପୋଲିସ ଧରିବା ଲାଗି ଚଢ଼ାଉ କରିଥିଲେ ।କିନ୍ତ ପୁଲିସ୍ ଉପରକୁ ସେ ଗୁଳି ଚଳାଇବାରୁ ପୋଲିସ ପାଲଟା ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ଫଳରେ ରାକେଶ ଆହତ ହେବାପରେ ତାକୁ କାବୁ କରିଥିଲା ପୋଲିସ ।

Leave A Reply

Your email address will not be published.