୭୬ ବର୍ଷରେ ପାଦ ଥାପିଲେ ନବୀନ

0 259

ଭୁବନେଶ୍ବର, ୧୬/୧୦(ଏସଏସନିୟୁଜ) ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୬ ବର୍ଷରେ ପାଦ ଥାପିଛନ୍ତି ନବୀନ । କରୋନା ସଂକ୍ରମଣ ଜାରି ରହିଥିବାରୁ ସେ ଜନ୍ମଦିନ ପାଳନ କରିନାହାନ୍ତି ।ଏହି ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇବାସହ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

Leave A Reply

Your email address will not be published.