ସ୍ତ୍ରୀର ଗଳାକାଟିଲା ,ପରେ ଆମ୍‌ହତ୍ୟା କଲା

0 250

ପିପିଲି, ୧୬/୧୦(ଏସଏସନିୟୁଜ)କୈାଣସି କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡରୁ ଉତକ୍ଷିପ୍ତହୋଇ ସ୍ୱାମୀ ଧାରୁଆଅସ୍ତ୍ରରେ ସ୍ତ୍ରୀର ଗଳାକାଟି ଦେଇଥିଲା । ପରେ ରଶିଲଗାଇ ଆମ୍‌ହତ୍ୟା କରିଥିଲେସ୍ୱାମୀ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରଣ କରାଯାଇଛି । ତେଇଶିପୁର ପଞ୍ଜାୟତ ନିର୍ମଳା ଗାଁରେ ଏହି ଭଳି ଘଟଣା ଘଟିଛି ।ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.