ପ୍ରମାଣ ପାଇଲା ପୋଲିସ୍,ଗିରଫ ହେଲେ ୩

0 277

ଭୁବନେଶ୍ୱର,୧୬/୧୦(ଏସଏସନିୟୁଜ)ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ଘଟଣାରେ କମିଶନରେଟ୍ ପୋଲିସ୍ ୩ ଜଣ ଅଭିଯୁକ୍ତ ମନୀଷଙ୍କ ସାଙ୍ଗ ଙ୍କୁ ଗିରଫ କରିଥିବାର ଜଣାପଡିଛି । ତିନି ଜଣ ଅଭିଯୁକ୍ତ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ, ମୃତ୍ୟୁଞ୍ଜୟ । ହତ୍ୟା କରିବା ଓ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ପୋଲିସ୍ ଏହି ତିନିଜଣଙ୍କୁ ଗିରଫ କରିଛି । ମନୀଷ ଆତ୍ମହତ୍ୟା କରିନାହାନ୍ତି, ହତ୍ୟା କରାଯାଇଥିବାର ପ୍ରମାଣ ମିଳିବା ପରେ ପୋଲିସ ଏମାନଙ୍କୁ ଗିରଫ କରିଛି ।

Leave A Reply

Your email address will not be published.