ବଜ୍ରାଘାତ ନେଲା ମହିଳାଙ୍କ ଜୀବନ

0 247

ଢେଙ୍କାନାଳ, ୧୮/୧୦(ଏସଏସନିୟୁଜ) ଗ୍ରାମ ନିକଟସ୍ଥ ଜଙ୍ଗଲକୁ ସକାଳେ ଶାଳପତ୍ର ତୋଳିବାକୁ କାମାକ୍ଷାନଗର ଥାନା ଅର୍ନ୍ତଗତ ରାଏବୋଲ ପଞ୍ଚାୟତ ହାଡ଼ଗରି ଗ୍ରାମର ପାର୍ବତୀ ପଧାନ ନାମକ ମହିଳା ଯାଇଥିବା ବେଳେ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ପାର୍ବତୀ ଅଚେତ ହୋଇ ପଡ଼ିଥିଲେ ।ପରିବାର ଲୋକ ଚିକିସ୍‌ାପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ ।ଡାକ୍ତର ସେଠାରେତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.