ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

0 460

ଭୁବନେଶ୍ବର,୧୮/୧୦(ଏସଏସନିୟୁଜ) ଶତାଧିକ ସମର୍ଥକଙ୍କ ସହ ରାଜ୍ୟ କାର‌୍ୟ୍ୟାଳୟରେ ବିଦ୍ଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ୩ ଥର ବିଜେଡିର ବିଧାୟିକା ହୋଇଥିବାବେଳେ ଦୁଇ ଥର ମନ୍ତ୍ରୀ ହୋଇଛନ୍ତି । ୨୦୧୪ରେ ତାଙ୍କୁ ଦଳୀୟ ଟିକଟ ମିଳିନଥିଲା । ବିଜେଡି ତାଙ୍କୁ ପରେ ଦଳ ବିରୋଧୀ କାର‌୍ୟ୍ୟ ଅଭିଯୋଗରେ ଦଳରୁ ବହିଷ୍କାର କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତିରେ ସେ ଯୋଗଦାନ କରିଛନ୍ତି ।

Leave A Reply

Your email address will not be published.