ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା

0 306

ଭୁବନେଶ୍ବର,୧୮/୧୦(ଏସଏସନିୟୁଜ) ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି‘ପ୍ରାରମ୍ଭ’ ଯୋଜନା । ଏଥିପାଇଁ ପୋଲିସ ପକ୍ଷରୁ ହେଳ୍ପ ଲାଇନ ଟୋଲ ଫ୍ରି ନମ୍ବର ୨୫୪୫୪୪୫ ଜାରି କରାଯାଇଛି। ଏହି ସହାୟତା କେନ୍ଦ୍ର ଦିନ ୧୦ ଟାରୁ ସନ୍ଧ୍ୟା ୫ ଟା ଯାଏ ଖୋଲା ରହିବ ।ବସ୍ତିକୁ ଯାଇ ଲୋକଙ୍କୁ ବୁଝାଇବ ପୋଲିସ । ପ୍ରତି ସ୍କୁଲ କଲେଜରେ କର୍ମଶାଳା କରାଯିବ । ସୋସିଆଲ ମିଡିଆ କ୍ୟାମ୍ପେନ ସହ ପରିବାର ଲୋକଙ୍କୁ କାଉନସିଲ ମଧ୍ୟ କରାଯିବ।ଫଲରେ ପରିବାରପକ୍ଷରୁପିଲମାନଙ୍କୁ ଆକଟ କରାଯାଇପାରିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Leave A Reply

Your email address will not be published.