ଆଜି ଶକ୍ତି ପ୍ରଦର୍ଶନ କରିବେ ପ୍ରଦୀପ ମାଝୀ

0 277

ଭୁବନେଶ୍ୱର, ୨୪/୧୦(ଏସଏସନିୟୁଜ)କଂଗ୍ରେସ ଛାଡ଼ିବା ପରେ ଆଜି ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି ଆଦିବାସୀ ଯୁବ ନେତା ପ୍ରଦୀପ ମାଝୀ । ନବରଙ୍ଗପୁର ସହର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଦୀପ କେଉଁ ଦଳରେ ମିଶିବେ ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସିବେ ପ୍ରଦୀପ ମାଝୀ ।

Leave A Reply

Your email address will not be published.