ବାଙ୍କୀ, ୩/୧(ଏସଏସନିୟୁଜ)ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୫୦ଲିଟର ଦେଶୀ ଚୋରା ରନ୍ଧା ମଦ ଜବତ କରାଯିବାସହ ୩ହଜାର ୨୦୦ଲିଟର ମଦ ରନ୍ଧା ପାଇଁ ମହଜୁଦ ଥିବା ପୋଚକୁ ନଷ୍ଟ କରାଯାଇଛି ।
ପଶାଣିଆ ଓ ବରପୁଟ୍ଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚୋରାରେ ମଦ ରନ୍ଧା ଚାଲିଥିବା ବେଳେ ଅବକାରୀ ବିଭାଗ ସୂଚନା ପାଇ ଚଢାଉ କରାଯାଇଥିଲା। ଏହି ଘଟଣାରେ କାହରିକୁ ଗିରଫ କରିପାରିନଥିବା ଜଣାପଡିଛି।
Prev Post
