ଆଜିର ଅନୁଚିନ୍ତା

ତାରିଖ -୧୪:୦୧:୨୦୨୨(ଶୁକ୍ରବାର)ଉତ୍ତରାୟଣ ମକର ସଂକ୍ରାନ୍ତି

0 320

🦋ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ କୁ କେବେହେଲେ ବଦଳାଇ ପାରେ ନାହିଁ ।
🦋ଜୀବନରେ ନିଜ ଅତୀତକୁ ସମୀକ୍ଷା କରି ,ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସବୁଠାରୁ ସୁନ୍ଦର ସମୟ ହେଉଛି ” ବର୍ତ୍ତମାନ “ଏହା ନିଶ୍ଚୟ ମନେ ରଖନ୍ତୁ ।
🦋ନୀରବତା ଏମିତି ଏକ ଚାବିପେନ୍ଥା ଯାହା ସମସ୍ତଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ରଖେ ।
🦋କାହାର ଦୁଃଖ ସମୟରେ ଥଟ୍ଟା ପରିହାସ କରିବା ଉଚିତ୍ ନୁହେଁ, କିଏ ଜାଣେ ସମୟ କେତେବେଳେ ବଦଳି ଯିବ ଓ ଆମର ସେହି ପରିସ୍ଥିତି ହୋଇଯିବ ।
ଜୟ ମା ସନ୍ତୋଷୀ ,ଶୁଭ ସକାଳ,ଆଜି ଶୁକ୍ରବାର ମକର ସଂକ୍ରାନ୍ତି ମା ସନ୍ତୋଷୀଙ୍କ ନିକଟରେ ମୋର କୋଟି କୋଟି. ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ମୋର ମାଙ୍କ ନିକଟରେ ଏତିକି ପ୍ରାର୍ଥନା ।।ଜୟ ଜଗନ୍ନାଥ।।

Leave A Reply

Your email address will not be published.