ଆଜିର ରାଶିଫଳ

0 346

🔱ଶିବ ବିବାହୋତ୍ସବ🔱
ଶନିବାର୨୦୨୨ ମସିହା ଜୁନ ମାସ ୪ ତାରିଖ,ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ, ସୁର୍ୟୋ ଦୟ-ପ୍ରାତଃ ଘ୫/୧୦/ ୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୧୮/୩୦,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବେଲ ଭକ୍ଷଣ ନିଷେଧ।
🐏ମେଷ👉ଘରର ସବୁ କାମ ସହଜରେ ପୂରା ହେବ। ଓକିଲ ଙ୍କୁ ନୂଆ ମକଦ୍ଦମା ମିଳିପାରେ। ବ୍ୟବସାୟ କାମରେ ଦୂର ସ୍ଥାନ କୁ ଯିବେ। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
🐮ବୃଷ👉କାମ କରିବା ସମ ୟରେ ତରତର ହୁଅନ୍ତୁ ନାହିଁ। ସନ୍ତାନ ପକ୍ଷରୁ ଖୁସି ଖବର ପାଇ ବେ। ଧାର ଦେଇ ଥିବା ଅର୍ଥ ଫେରସ୍ତ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
👩‍❤️‍👨ମିଥୁନ👉ପ୍ରିୟବନ୍ଧୁଙ୍କୁ ସାହାଯ୍ୟ କରି ମାନସିକ ସନ୍ତୋ ଷ ପାଇବେ। ଆପଣଙ୍କ ଠାରେ କଠିନ କାମ କରିବାର କ୍ଷମତା ବିକଶିତ ହେବ। ପରି ବାରରେ ଖୁସିର ପରିବେଶ ରହିବ।
🦀କର୍କଟ👉ନିଜର ଭବି ଷ୍ୟତକୁ ଉନ୍ନତ କରିବାର ଯୋଜ ନା ଉପରେ ଧ୍ୟାନ ଦେବେ। ପରି ବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରି ବେ। ଛାତ୍ରଙ୍କୁ ଖୁସି ଖବର ମିଳିବ।
🦁ସିଂହ👉ଆପଣଙ୍କ ଜୀବ ନରେ କିଛି ନୂଆ ପରିବର୍ତ୍ତନ ହେବ। ବ୍ୟବସାୟ ବୃଦ୍ଧି ପାଇଁ ଭଲ ଅବସର ପାଇବେ। ବନ୍ଧୁ ସହିତ ବଚସା ହୋଇପାରେ।
🙎‍♀️କନ୍ୟା👉ପୂଜାର୍ଚ୍ଚନାରେ ସମୟ ବିତିବ। କୌଣସି ବନ୍ଧୁ ସହିତ ସାକ୍ଷାତ କରି ଆପଣଙ୍କୁ ଲାଭ ମିଳିବ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।
⚖️ତୁଳା👉ଚାକିରି ବୃତ୍ତି ସମ୍ବନ୍ଧରେ ଗମ୍ଭୀରତାର ସହିତ ବିଚାର କରନ୍ତୁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
🦂ବିଛା👉ଆପଣଙ୍କ ଜୀବନ ରେ କିଛି ନୂଆ ପରିବର୍ତ୍ତନ ହେବ। ସମାଜରେ ଯଶ ଖ୍ୟାତି ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଘରୋଇ ସମ ସ୍ୟାର ସମାଧାନ ବାହାରିବ।
🏹ଧନୁ👉ବ୍ୟବସାୟରେ ନୂଆ ବିଚାର ଲାଗୁ କରନ୍ତୁ, ଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ।
🐊ମକର👉ଘରର ସବୁ କାମ ସଂପୂର୍ଣ୍ଣ ହେବ। ଲୋକେ ଆପଣ ଙ୍କ କଥାକୁ ଗମ୍ଭୀରତାର ସହ ଶୁଣିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରିୟତମଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
🏺କୁମ୍ଭ👉ଚାକିରି ବୃତ୍ତିରେ ମନ ଟିକେ କମ୍ ଲାଗିବ। କୋର୍ଟ କଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ବଡ଼ ଭାଇଙ୍କ ସହଯୋଗ ଆପଣଙ୍କ କ୍ୟାରିୟରରେ ସାହାଯ୍ୟ କରିବ।
🐟ମୀନ👉ଅଫିସରେ ସହକର୍ମୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ବନ୍ଧୁଙ୍କ ସହିତ ଫୋନରେ ଦୀର୍ଘ ସମୟ ଧରି କଥା ହେବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

!!ବଗିଚାରେ ମାଳି ପ୍ରତିଦିନ ପାଣି ଦେଇଥାଏ କିନ୍ତୁ ଫୁଲ ସମୟ ଆସିଲେ ହିଁ ଫୁଟିଥାଏ, ଠିକ ସେମିତି ପ୍ରତିଦିନ ଭଲ କାମ କରି ଚାଲିବା ଉଚିତ୍ ପରିଣାମ ସମୟ ଆସିଲେ ନିଶ୍ଚିତ ମିଳିବ।କେବେ ଯଦି ଜୀବନରେ କାହାକୁ ଭଲ ପାଇବାକୁ ଇଛା ହୁଏ ତେବେ ନିଜର ଦୁଃଖକୁ ଭଲ ପାଆନ୍ତୁ, କାହିଁକିନା ଦୁନିଆର ନିୟମ ଅଛି ଯାହାକୁ ତୁମେ ଯେତେ ଅଧିକ ଭଲ ପାଇବ ସେ ତୁମଠାରୁ ସେତେ ଦୂରେଇ ଯିବ!!🙏🏻ଜୟ ଜଗନ୍ନାଥ,ଜୟ ସୋମନାଥ🙏🏻

Leave A Reply

Your email address will not be published.