ବ୍ରହ୍ମପୁର,୩/୬(ଏସ ଏସ ନିଉଜ)ବ୍ରହ୍ମପୁର ଜେଲ୍ର ବିଚାରାଧୀନ କଏଦୀ ମିଟୁ ବେହେରାଙ୍କ MKCGରେ ମୃତ୍ୟୁ ହୋଇଛି । ସକାଳେ ବ୍ରହ୍ମପୁର ଜେଲରେ ଅସୁସ୍ଥ ପରେ ଚିକିତ୍ସା ପାଇଁ MKCG ଅଣାଯାଇଥିଲା । ସେଠାରେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।ତେବେ ପୋଲିସ ମାଡ଼ରେ ମିଟୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ।