କଟକ,୩/୬(ଏସ ଏସ ନିଉଜ) ଗୋପପୁର ରେଞ୍ଜ ଚନ୍ଦ୍ରଗିରି ଜଙ୍ଗଲରେ ଆଉ ଏକ ହାତୀର ଗଳିତ ମୃତଦେହ ଠାବ କରିଛି ବନବିଭାଗ। ୮ ଜଣିଆ ଏସ୍ଟିଏଫ୍ ଟିମ୍ର ତନାଘନା ପରେ ହାତୀର ମୃତଦେହକୁ ଠାବ କରାଯାଇପାରିଛି। ଗତକାଲି ପାଖାପାଖି ସ୍ଥାନରୁ ଏକ ହାତୀର ମୃତଦେହ ଠାବ ହୋଇଥିଲା ।

Prev Post
Next Post