0 154 Share ଭୁବନେଶ୍ୱର,୪/୧୨(ଏସଏସ ନିଉଜ)କେକ୍ କାଟି ଷଣ୍ଢର ଜନ୍ମଦିନ ପାଳନ। ତାବି ପୁଣି ବ୍ଲକ ଅଫିସ୍ ସାମ୍ନାରେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପି ଯୁବମୋର୍ଚ୍ଚାର କର୍ମୀ କେକ୍ କାଟି ଷଣ୍ଢର ଜନ୍ମଦିନ ପାଳନ କରିଛନ୍ତି। 0 154 Share