୩୧ ଦାଦନଙ୍କୁ ଅଟକ ରଖିଲା RPF

0 126

ଭୁବନେଶ୍ୱର,୪/୧୨(ଏସ ଏସ ନିଉଜ)ବଲାଙ୍ଗିର ଷ୍ଟେସନରେ ୩୧ ଦାଦନଙ୍କୁ ଅଟକ ରଖିଲା RPF। ୩୧ ଦାଦନଙ୍କ ମଧ୍ୟରେ ୬ ଶିଶୁ ଥିବାର ଜଣାପଡିଛି। ସମସ୍ତେ ବରଗଡ଼ ଜିଲ୍ଲା ବିଜେପୁରର ହୋଇଥିବା ସୂଚନା ମିଳିଛି। ବିଶାଖାପାଟଣା ଚାଲାଣ ବେଳେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି।

Leave A Reply

Your email address will not be published.