ମାଈ ହାତୀ ମୃତ୍ୟୁ

ଦେବଗଡ,୧୫/୧୨(ଏସଏସ ନିଉଜ)ରିଆମାଳ ବନାଞ୍ଚଳ ଖିଲବେରେଣି ଗ୍ରାମରୁମାଈ ହାତୀରମୃତଦେହ ମିଳିଛି ।
ସକାଳୁ ମୃତଦେହ ଠାବ କଲେ ଗ୍ରାମବାସୀ ।ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ହାତୀର ମୃତ୍ୟୁ ସନ୍ଦେହ କରାଯାଉଛି ।

- Advertisement -

Leave A Reply

Your email address will not be published.