ଦମ୍ପତିଙ୍କ ଝୁଲନ୍ତା ମୃତଦେହ !

0 113

ବରଗଡ଼,୨୮ା୧(ଏସଏସନିଉଜ) ଘରଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଭଟଲିଥାନା ଭଡ଼ିଗାଁରେ ଘରଭିତରୁ ମୃତଦେହ ଉଦ୍ଧାର ହୋଇଛି। ଗତ ଡିସେମ୍ବର୨ରେ ଦମ୍ପତିଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା। ଘଟଣାରେ ହତ୍ୟା ଅଭିଯୁକ୍ତ ଗିରଫହୋଇ ଜେଲ୍ ଯାଇଥିଲା। ଝିଅକୁ ହତ୍ୟାପରେ ବାପା , ମାଆଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢିଛି ।

 

Leave A Reply

Your email address will not be published.