ନାବାଳିକା ଛାତ୍ରୀଙ୍କ ପ୍ରସବ ଅଭିଯୁକ୍ତ ଅଟକ !

0 165

କେନ୍ଦୁଝର, ୨୮ା୧(ଏସଏସନିଉଜ) ଅନୁସୂଚିତ ଜନଜାତିବିଭାଗ ଆଶ୍ରମସ୍କୁଲରେ ଜଣେ ଛାତ୍ରୀ ପ୍ରସବ କରିଥିବା ଘଟଣା ଉପରେ ଅଭିଯୋଗ ହୋଇଛି । ସଦରଥାନା ଅଞ୍ଚଳରେଥିବା ଏକ ଆଶ୍ରମସ୍କୁଲର ୧୫ବର୍ଷୀୟା ଛାତ୍ରୀଙ୍କ ପ୍ରସବ କରିଥିବାନେଇ ଜଣାପଡିଛି ।ଟାଉନଥାନାରେ ପୀଡ଼ିତାଙ୍କମାଆଙ୍କ ଏତଲାପରେ ଅଭିଯୁକ୍ତ ଅଟକ ରଖିଛି ପୋଲିସାପ୍ରସବପରେ ନାବାଳିକାଛାତ୍ରୀ ଓ ନବଜାତ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନଥିବାର ଜଣାପଡିଛି । କେଉଁ ପରିସ୍ଥିତିରେ ଏପରିଘଟିଲା ତାହାକୁନେଇ ପୋଲିସର ଛାନଭିନ୍ଆରମ୍ଭ କରିଛି ।

 

Leave A Reply

Your email address will not be published.