ଅଟୋ ଓ ପିକଅପ୍ ମୁହାଁମୁହିଁ ଧକ୍କା

0 137

କେନ୍ଦୁଝର, ୨୮ା୧(ଏସଏସନିଉଜ) ପଣ୍ଡାପଡ଼ାଥାନା ବସନ୍ତପୁର ନିକଟରେ ଏକ ମର୍ମସୁନ୍ତ ସଡକ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୩ ଜଣଙ୍କରମୃତ୍ୟୁହୋଇଥିବାବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି ।ଅଟୋ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ପରିସ୍ଥିତି ଘଟିଥିଲା ।

 

Leave A Reply

Your email address will not be published.