ଜୀଅନ୍ତା ଜଳିଗଲେ ଡାକ୍ତର ଦମ୍ପତି

0 187

ଭୁବନେଶ୍ୱର,୨୮ା୧(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ଝାଡ଼ଖଣ୍ଡର ଧାନବାଦଅନ୍ତର୍ଗତ ପୁରୁଣାବଜାରସ୍ଥିତ ହଜ୍ରାଡାକ୍ତରଖାନାରେ ଅଗ୍ନିକାଣ୍ଡ ହେବାରୁ ଡାକ୍ତରଦମ୍ପତି ବିକାଶହାଜରା ଓ ଡାକ୍ତର ପ୍ରେମା ହାଜରାଙ୍କ ସମେତ ୬ଜଣଙ୍କର ମୃତ୍ୟୁହୋଇଛି । ବିଳମ୍ଭିତରାତିରେ ଲୋକମାନେ ଶୈାଇଥିବାବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର କୁହାଯାଉଛି ।ଖବରପାଇ ଦମକଳବାହିନୀର ୨ଟିଗାଡି ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିବାସହ ନିଆଁକୁ ଲିଭାଇଥିଲୋ

 

Leave A Reply

Your email address will not be published.