୨୦ରୁ ଊର୍ଦ୍ଧ୍ୱଛାତ୍ରଛାତ୍ରୀ ଅସୁସ୍ଥ

0 110

ସୋର,୨୮ା୧(ଏସଏସନିଉଜ) ବଡ଼ଖୁରୀ ଉ.ପ୍ରାସ୍କୁଲର ୨୦ରୁଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବାର ଜଣାପଡିଛି ।ଖେଳୁଥିଲାବେଳେ ଅସୁସ୍ଥ ଅନୁଭବକରିବାରୁ ସୋମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।ଅସୁସ୍ଥହେବାର କାରଣ ଜଣାପଡ଼ିନଥିବାବେଳେ ତ୍ୱରିତ ଚିକିତ୍ସା ଆରମ୍ଭ ହୋଇଛି ।

Leave A Reply

Your email address will not be published.