ଆରପାରିରେ ଡଃ ହୁସେନରବି ଗାନ୍ଧୀ

0 226

ଭୁବନେଶ୍ୱର,୨୮।୧(ଏସଏସ ନିଉଜ)ବିଶିଷ୍ଟ ଲେଖକ, କବି ଓ ରାଜନେତା ଡଃ ହୁସେନ ରବି ଗାନ୍ଧୀଙ୍କ ଦେହାନ୍ତ ହୋଇଛି।ସେ
ରାଜ୍ୟ ସାହିତ୍ୟଏକାଡେମୀର ପୂର୍ବତନସଭାପତି, ଉତ୍କଳ ପ୍ରସଙ୍ଗର ପୁର୍ବତନସମ୍ପାଦକ, ବିଶିଷ୍ଟକବି, ସାହିତ୍ୟିକ ଓ ରାଜନେତା ଥିଲେ।କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ହୁସେନ ରବିଗାନ୍ଧୀଙ୍କୁ ୭୫ ବର୍ଷ ହୋଇଥିଲା।ସେ ଗତକିଛିଦିନ ଧରି ଅସୁସ୍ଥ ଥିଲେ। ତେବେ ଗତକାଲିଠାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

Leave A Reply

Your email address will not be published.