0 119 Share ଭୁବନେଶ୍ୱର,୧୮।୧(ଏସଏସ ନିଉଜ)ଫେବୃଆରୀ ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମେଘାଳୟରେ ବିଜେପି ପାଇଁ ପ୍ରଚାର କରିବେ।ଏନେଇ ଦଳର ରାଜ୍ୟୟୁନିଟ୍ ସଭାପତି ଏର୍ନେଷ୍ଟ ମାୱ୍ରି ସୂଚନା ଦେଇଛନ୍ତି।ତେବେ ପ୍ରଧାନମନ୍ତ୍ରୀ ଙ୍କ ଗସ୍ତପାଇଁ ଏଯାଏଁ ତାରିଖ ସ୍ଥିର କରାଯାଇ ନାହିଁ। 0 119 Share