ଆଜିଠାରୁ ଖଣ୍ଡଗିରି ଯାତ୍ରା

0 180

ଭୁବନେଶ୍ୱର,୧୮।୧(ଏସଏସ ନିଉଜ)ଆଜିଠାରୁ ଖଣ୍ଡଗିରି ଯାତ୍ରା ଆରମ୍ଭ ହେବାକୁ ଯାଉଛି।ଏଥିପାଇଁ କମିଶନରେଟ୍ ପୋଲିସପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛିl
ଖଣ୍ଡଗିରି ଓ ଉଦୟଗିରିକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତକୁ କଟକଣା କରାଯାଇଛି।ଚଳିତଥର ୬ଟି ଯାତ୍ରାପାର୍ଟି ଯାତ୍ରା ପରିବେଷଣ କରିବାକୁଥିବାବେଳେ ରାତି ୧୦ଟାପରେ ବାହାରେ କେହିବି ପ୍ରଚାର କରିପାରିବେନି ଯାତ୍ରା ପାର୍ଟି l

Leave A Reply

Your email address will not be published.