0 170 Share ଭୁବନେଶ୍ୱର,୧୪।୩(ଏସଏସ ନିଉଜ)ପାରାଦୀପରୁ ଗୁପ୍ତଚରୀ ପାରା ଠାବ ଘଟଣାରେ DRDO ଯିବ ପାରାଠୁ ଜବତ ହୋଇଥିବା ଡିଭାଇସ। ଡିଭାଇସ ଯାଞ୍ଚରେ SFSL ଫେଲ ମାରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଏବେ କଟକ ପାରାତାଲିମ କେନ୍ଦ୍ରରେ ଅଛି ଗୁପ୍ତଚରୀପାରା। 0 170 Share