ଧର୍ମଘଟରେ ସାମିଲହେବେନି ଘରୋଇବସ୍

0 211

ଭୁବନେଶ୍ୱର,୧୪ ୩(ଏସଏସ ନିଉଜ)ଆସନ୍ତାକାଲିଠାରୁ ଡ୍ରାଇଭର ସଂଘ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି।କିନ୍ତୁ ଧର୍ମଘଟରେ ସାମିଲ ହେବେନି ଘରୋଇ ବସ୍ ।ଘରୋଇବସ୍ ସ୍ୱାଭାବିକଭାବେ ଚାଲିବ ଓ ଆନ୍ଦୋଳନରେ ବସକର୍ମଚାରୀ ମାନେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛି ମାଲିକସଂଘ।ବସ୍‌ ଚଳାଚଳକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ତଥା ପୋଲିସ ଡିଜିପିଙ୍କୁ ଆମେ ଲିଖିତ ଆକାରରେ ଅନୁରୋଧ କରିଛି ସଂଘ।

Leave A Reply

Your email address will not be published.