ଆଠଗଡ଼,୨୧।୩(ଏସଏସ ନିଉଜ)ହାତୀ ଆକ୍ରମଣରେ ଯୁବକ ଆହତ ହୋଇଥିବା ବେଳେ ବାଇକ୍କୁ ଦଳି ଭାଙ୍ଗି ଦେଇଛି ହାତୀ। କମ୍ପାନୀରୁ ଡ୍ୟୁଟିସାରି ଜଙ୍ଗଲରାସ୍ତା ଦେଇ ନିଜଘରକୁ ଫେରିବା ବାଟରେ ହାତୀ ଆକ୍ରମଣ ଶିକାର ହୋଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ କ୍ଷ ଯୁବକ ଜଣଙ୍କ ହେଲେ ଆଠଗଡ଼ ରେଞ୍ଜ ଅଧୀନ ଡାଳଭାଗ ଗାଁର ୨୮ ବର୍ଷ ବୟସ୍କ ଜୟନ୍ତ ରାଉତ କ୍ଷ ତାଙ୍କୁ ଖୁଣ୍ଟୁଣୀ ମେଡିକାଲରେ ଭର୍ତ୍ତି କରାଯାଇଛି କ୍ଷ
