ଭୁବନେଶ୍ୱର,୨୧।୩(ଏସଏସ ନିଉଜ)ଭୀମସାର ଡାକ୍ତରଙ୍କ ମହନୀୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଡାକ୍ତର ରୋଗୀଙ୍କ ସହ ଚଟାଣରେ ଶୋଇବାସହ ଚିକିତ୍ସା କରିଛନ୍ତି।ରୋଗୀଙ୍କ ସହ ଚଟାଣରେ ଶୋଇ ଭଲମନ୍ଦ କଥା ବୁଝିଥିଲେ ଓ ଚିକିତ୍ସା କରିଥିଲେ।ବୁର୍ଲା ଭୀମସାରରୁ ଆସିଛି ଏଭଳି ମାନବିକତାର ଖବର କ୍ଷ ଏପରି ଚିକିତ୍ସା କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଭୀମସାର ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ କ୍ଷ
