0 182 Share ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି। ଫୁଟେ ଜାଗାପାଇଁ ଗଲା ଜୀବନ ଓ ଏହାସହ ୨ଜଣ ଗୁରୁତର ଆହତ ହୋଇଛନ୍ତି l 0 182 Share