କଟକରେ ଜଳିଗଲା ବସ୍

କଟକ,୧୭।୪(ଏସଏସନିଉଜ) ମଧୁପାଟଣାରେ ଜଳିଯାଇଛି ଛିଡ଼ା ହୋଇରହିଥିବା ଏକ ବସ l
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରାହୁଥିବାବେଳେ ବସ୍‌ରେ କେହି ଯାତ୍ରୀ ନଥିବାବେଳେ ଏହି ଅଘଟଣ ଘଟିଛି।

- Advertisement -

Leave A Reply

Your email address will not be published.