ସୁରଟରୁ ଓଡିଶା ଅଭିମୁଖେ ବାହାରିଲେ ପ୍ରବାସୀ ଓଡିଆ

0 271

                                  ସଂକ୍ଷେପରେ ଖବର ଆଜିର ,ତାରିଖ ୨୮/୦୪/୨୦, ମଙ୍ଗଳବାର
୧-ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା: ହଟସ୍ପଟରେ ଜାରି ରହିବ ଲକ୍ ଡାଉନ୍।
୨-ସାଲେପୁର:ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ସହାୟତା, ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ।
୩-ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ମହମ୍ମଦ ରଫିକ୍ : ରାଜ୍ୟପାଳ କରାଇଲେ ପଦ ଓ ଗୋପନୀୟତାର ଶପଥପାଠ।
୪-ସାମ୍ବାଦିକଙ୍କ ପାଇଁ ୧୫ଲକ୍ଷ ଟଙ୍କା, କରୋନା ସଂକ୍ରମଣରେ କାର‌୍ୟ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ।
୫-ଦାନା ବାନ୍ଧୁଛି ଲଘୁଚାପ, ଓଡ଼ିଶା ମୁହାଁଇବା ସମ୍ଭାବନା ନାହିଁ,ଆଉ ଦୁଇ ଦିନ କାଳବୈଶାଖୀ ସମ୍ଭାବନା।
୬-ଅନୁଗୋଳ:ଲକ୍ ଡାଉନରେ ନିଆରା ବାହାଘର: ବାଜିଲାନି ବାଜା ଆସିଲେନି ବରଯାତ୍ରୀ, ମାସ୍କ ପିନ୍ଧି ବାହା ହେଲେ ବରକନ୍ୟା।
୭-ଗୁଜୁରାଟର ସୁରଟରୁ ଓଡିଶା ଅଭିମୁଖେ ବାହାରିଲେ ପ୍ରବାସୀ ଓଡିଆ, ୫ ଟି ବସରେ ଓଡ଼ିଶା ଫେରୁଥିବା ନେଇ ସୂଚନା।
୮-ଲକଡାଉନ ସମୟରେ ହିତାଧୀକାରୀଙ୍କୁ ରାସନ ବଣ୍ଟନ କରିବାରେ ଦେଶର ଏକ ନମ୍ୱର ରାଜ୍ୟ ହେଲା ଓଡିଶା, ସୂଚନା ଦେଲେ ଯୋଗାଣମନ୍ତ୍ରୀ।
୯-ଭୁବନେଶ୍ବର:କରୋନା ଯୋଗୁଁ ରାଜ୍ୟ ହରାଇଲାଣି ୯୦୦କୋଟିର ରାଜସ୍ୱ।
୧୦-୧୭୦୦ କି.ମି ସାଇକେଲ ଚଲାଇ ଯାଜପୁରରେ ପହଞ୍ଚିଲେ ମହେଶ ଜେନା ଓ ପରେ ରହିଲେ କ୍ବାରେଣ୍ଟାଇନରେ।
୧୧-ଓଡ଼ିଶା ଫେରିବାକୁ ୨ଦିନରେ ପଞ୍ଜୀକରଣ କଲେଣି ୪ ଲକ୍ଷ ୮୬ ହଜାର ପ୍ରବାସୀ ଓଡ଼ିଆ।
୧୨-ତିନି ଜାହାଜରେ ଉପସାଗରୀୟ ଅଞ୍ଚଳରୁ ଫେରିବେ ଭାରତୀୟ,ଉପସାଗରୀୟ ଦେଶରେ ରହୁଛନ୍ତି ୮୦ ଲକ୍ଷରୁ ଅଧିକ ଭାରତୀୟ।

Leave A Reply

Your email address will not be published.