ପୁଣି ୧୦ଆକ୍ରାନ୍ତ ,ସଂଖ୍ୟା ୨୧୯କୁ ବୃଦ୍ଧି

0 258

ଭୁବନେଶ୍ୱର,୭/୫(ଏସଏସନିୟୁଜ) ପୁଣି ରାଜ୍ୟରେ ୧୦କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତିା ଭୁବନେଶ୍ୱରରୁ ୩ଜଣ ହୋଇଥିବାବେଲେ ଗଞାମଜିଲ୍ଲାରୁ ୭ଜଣ ଅଛନ୍ତି ।ଭୂବନେଶ୍ୱରର ଆକ୍ରାନ୍ତ ମାନଙ୍କ ମଧ୍ୟରେ ମଂଚେଶ୍ୱରର ୩୬ବର୍ଷ,ଭିଏସଏସନଗରର୩୪ବର୍ଷ,ସୁର୍ଯ୍ର‌୍ୟନଗରର ୬୭ବର୍ଷ ବ୍ୟକ୍ତି ଚିହ୍ନଟ ହୋଇଛନ୍ତିା ଗଞାମ ଜିଲ୍ଲାରେ ୭ଜଣ ଚିହ୍ନଟ ହୋଇଛନ୍ତି ।ଫଳରେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହୋଇଥିବାବେଲେ ଗଞାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଁଚିଛି ।୭ ଜଣଆକ୍ରାନ୍ତସବୁ ପୁରୁଷ ହୋଇଥିବାବେଲେ ସୁରତ ଫେରନ୍ତା ବୋଲି ଜଣାପଡିଛି ।ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧିପାଇଛି ।

Leave A Reply

Your email address will not be published.