ପୁଣି ୨୦ କରୋନା ପଜେଟିଭ୍ ଚିହ୍ନଟ

0 265

ଭୁବନେଶ୍ୱର,,୭/୫(ଏସଏସନିୟୁଜ)ଦିନକୁ ଦିନ କରୋନା ତାର କାୟା ବିସ୍ତା କରିଚାଲିଛିା ଏବେ ପୁଣି ୨୦ପଜେଟିଭ ଚିହ୍ନଟ ହୋଇଛି ।ସେଥିମଧ୍ୟରେ ୧୭ଜଣ ଗଞମର ହୋଇଥିବାବେଲେ ୩ଜଣ ମୟୁରଭଞ ଜିଲ୍ଲାର ଜଣାପଡିଥିବାର ସ୍ୱାସ୍ଥ୍ୟବିଭାଗର େଓବସାଇଟରେ ସୁଚନା ରହିଛି ।ଯାହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧିପାଇଛି । ନୁଆଜିଲ୍ଲାଭାବେ ମୟୁରଭଞ ଯୋଡିହୋଇଯାଇଛି ।୧୪୨ଜଣ ଏବେବି ଚିକିସ୍‌ାଧିନ ଥିବାବେଳେ ୨ଜଣଙ୍କର ମୃତ୍ୟୁଘଟିଛି ଓ ୬୧ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.