୭ରେ ହାଜରହେବେ ସୋମାଲିକା

କଟକ,୩ା୧୧(ଏସଏସନିଉଜ) ଆସନ୍ତା ୭ ତାରିଖ ଦିନ ସାଢ଼େ ୩ଟାରେ କଟକଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜଅଫିସରଙ୍କ କାର‌୍ୟ୍ୟାଳୟରେ ହାଜର ହେବା ପାଇଁ ବିଧାୟକ ବିଜୟଶଙ୍କରଙ୍କ ପୂର୍ବତନବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍ ଜାରି କରାଯାଇଛି। ଏହାସହ ସେ ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ସାଙ୍ଗରେ ନେଇ ଆସିବା ପାଇଁ ମଧ୍ୟ କୁହାଯାଇଛି। ଏହା ସହ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିବା ବାନ୍ଧବୀଙ୍କୁ ମଧ୍ୟ ହାଜର ହେବା ପାଇଁ କୁହାଯାଇଛି। ଗତ ସେପ୍ଟେମ୍ବର ୨୧ ତାରିଖରେ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିଲେ ।

 

- Advertisement -

Leave A Reply

Your email address will not be published.