ଆସିକା,୧୧।୧୧(ଏସଏସନିଉଜ) ନିଜକୁ ଜାଳିଦେଲେ ନାବାଳିକା କଲେଜ ପଢ଼ୁଆ ଛାତ୍ରୀ। ଭେଟନଇ ଗାଁରେ ପେଟ୍ରୋଲ ଢାଳିହୋଇ ନିଆଁ ଲଗାଇ ଦେଲେ। ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ କାହିଁକି ଏପରି କଲେ ତାହା ଅସ୍ପଷ୍ଟ ରହିଛି।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି।

Prev Post
Next Post