୨ଜୀବନ ନେଲେ ମହୁମାଛି

0 47

କାମାକ୍ଷାନଗର,୧୧।୧୦(ଏସଏସନିଉଜ) ମହୁମାଛି ଆକ୍ରମଣରେ ୨ଜଣଙ୍କର ଜୀବନ ଯାଇଛି। କାଦୁଆ ଗାଁର ୨ ଜଣ ବିଲରୁ ଫେରିଲା ବାଟରେ ମହୁମାଛି ଆକ୍ରମଣ କରିଥିଲା। ମହୁମଛିଙ୍କ ଆକ୍ରମଣ ଏତେ କଷ୍ଟଦାୟକ ଥିଲା ଯେ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.