ATMରୁ ଲୁଟ୍

0 54

ଭୁବନେଶ୍ବର,୧୧।୧୦(ଏସଏସନିଉଜ)ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟ SBI ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିରେ ଥିବା ଏଟିଏମ୍‌ରୁ ଲୁଟ୍‌ କରାଯାଇଥିବା ବେଳେ ଗ୍ୟାସ୍‌ କଟରରେ କାଟି ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟି ଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଲିଙ୍ଗରାଜଥାନା ପୋଲିସ ପହଁଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

Leave A Reply

Your email address will not be published.