ବିସ୍ଫୋରଣରେ ୨ଯବାନ ଗୁରୁତର

0 62

 

ଭୁବନେଶ୍ବର,୧୧।୧୦(ଏସଏସନିଉଜ)ଆଇଡି଼ ବିସ୍ଫୋରଣରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।ଛତିଶଗଡ଼ ସୁକ୍‌ମାରେ ଆଇଡି ବିସ୍ଫୋରଣ ଘଟିଛି।ଫଳରେ ୨ଜଣ ଯବାନ ଗୁରୁତର ହୋଇଛନ୍ତି। ସିଆର୍‌ପିଏଫ୍‌ ଓ କୋବ୍ରା ବାଟାଲିଅନକୁ ମାଓବାଦୀମାନେ ଟାର୍ଗେଟ୍‌ କରିଥିଲେ। ସାଲାଟଙ୍ଗ ନିକଟରେ ବିସ୍ଫୋରଣ ଘଟାଇଥିଲେ ମାଓବାଦୀ ।ଗୁରୁତର ୨ ଜଣ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରିବାକୁ ଉଦ୍ୟମ ହୋଇଛି।

Leave A Reply

Your email address will not be published.