କିଏ କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ ?

ଭୁବନେଶ୍ବର,୧୧/୮(ଏସଏସନିଉଜ)ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ।ନୂଆପଡ଼ାରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ।କଟକରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।କଳାହାଣ୍ଡି- ସୁରେଶ ପୂଜାରୀ, ସୁନ୍ଦରଗଡ଼- ରବି ନାରାୟଣ ନାଏକ, କୋରାପୁଟ- ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର- କୃଷ୍ଣଚନ୍ଦ୍ର ପାତ୍ର।ଗଞ୍ଜାମ- ପୃଥ୍ୱୀରାଜ ହରିଚନ୍ଦନ, ବରଗଡ଼- ମୁକେଶ ମହାଲିଙ୍ଗ.ଗଜପତି- ବିଭୁତି ଭୂଷଣ ଜେନା, ବାଲେଶ୍ୱର- କୃଷ୍ଣଚନ୍ଦ୍ର ମହାପାତ୍ର.ବଲାଙ୍ଗିର- ଗଣେଶ ରାମସିଂ ଖୁଣ୍ଟିଆ, ମାଲକାନଗିରି- ସୂର୍ଯ୍ୟବଂଶୀ ସୂରଜ.ଖୋର୍ଦ୍ଧା- ପ୍ରଦୀପ ବଳସାମନ୍ତ, କନ୍ଧମାଳ-ଗୋକୁଳାନନ୍ଦ ମଲ୍ଲିକ. ରାୟଗଡ଼ାରେ ସମ୍ପଦ ଚନ୍ଦ୍ର ସ୍ୱାଇଁ କରିବେ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡିଛି।

- Advertisement -

Leave A Reply

Your email address will not be published.