ଭୁବନେଶ୍ବର,୧୧/୮(ଏସଏସନିଉଜ)ଡବଲ ମର୍ଡର ଘଟଣାରେ ୨ ଅଭିଯୁକ୍ତ ଅଟକ ରହିଛନ୍ତି।୨ ଅଭିଯୁକ୍ତଙ୍କୁ ଅଟକ ରଖିଲା ଏୟାରଫିଲ୍ଡ ଥାନା ପୋଲିସ।ସ୍ପେଶାଲସ୍କାଡ୍ ସହାୟତାରେ ଧରାପଡ଼ିଲେ ଓ ହତ୍ୟାରେ ବ୍ୟବହୃତ ବାଇକ୍ ଜବତ ମଧ୍ୟ ହୋଇଛି।
ଜବତ ବାଇକ୍ଟି ଏକ ବସଷ୍ଟାଣ୍ଡରେ ଲୁଚାଇ ରଖିଥିଲେ ଅଭିଯୁକ୍ତ।୭ତାରିଖ ରାତିରେ ପାର୍କିଂ ବିବାଦକୁ ନେଇ ଡବଲ ମର୍ଡର ହୋଇଥିଲା।
Prev Post
Next Post
