ସୁଭଦ୍ରାକୁ ନେଇ ଭ୍ରମିତ ହୁଅନ୍ତୁନି-ପ୍ରଭାତୀ

ଭୁବନେଶ୍ୱର,୨୦ା୯(ଏସଏସନିଉଜ)ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାାସୁଭଦ୍ରାକୁ ନେଇ ଅନେକଗୁଜବ ସୃଷ୍ଟି କରାଯାଉଛିା ଭ୍ରମିତ ହୁଅନ୍ତୁନିାବ୍ୟାଙ୍କରୁ ଟଙ୍କା ନଉଠାଇଲେ ସରକାର ନେଇଯିବା ନେଇ ଗୁଜବ କରାଯାଉଛିାବାସ୍ତବରେ ସେଭଳି କିଛିନାହିଁ, ଏଭଳି ମିଥ୍ୟା ପ୍ରଚାର ଶୁଣନ୍ତୁନିାଯେଉଁମାନେ ଟଙ୍କା ପାଇଛନ୍ତି, ସେ ଟଙ୍କା ତାଙ୍କର, ଖର୍ଚ୍ଚ କରିପାରିବୋଡିଜିଟାଲମୋଡ୍‌ରେ ଖର୍ଚ୍ଚକରି ଅଧିକ ୫୦୦ଟଙ୍କା ଲାଭବାନ ହୁଅନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

- Advertisement -

Leave A Reply

Your email address will not be published.