ବିଷ୍ନୁଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କର ଶୋକ

0 245

ଭୁବନେଶ୍ୱର,୬/୭(ଏସ୍‌ଏସ୍‌ନିୟୁଜ)ବିଜେଡିର ବରିଷ୍ଟ ନେତା ତଥା ତିର୍ତୋଲର ବିଧାୟକ ବିଷ୍ନୁଚରଣଦାସଙ୍କର ୬୬ବର୍ଷବୟସରେ ଏକ ଘରୋଇ ହସ୍ପିଟାଲରେ ଚିକିସ୍‌ବସ୍ଥାରେ ପରଲୋକ ଘଟିଛି ।୧୯୫୪ମସିହାରେ ଜନ୍ମଗ୍ରହଣ କରି ବିଷ୍ନୁଚରଣଦାସ ଜଗତସିଂହପୁର ଏସଭିଏମ କଲେଜରେ ଛାତ୍ରସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଜଗତସିଂହପୁର ବିଧାନସଭା ଆସନରୁ୧୯୯୦ରୁ୨୦୧୪ପର୍ଯନ୍ତ ଲଗାତର ଭାବେ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ସେ ରାଜ୍ୟ ଯୋଜନା ବୋର୍ଡର ଉପାଧକ୍ଷ ଥିଲେ । ଜଣେ ଟାଣୁଆ ନେତା ଭାବେ ସେ ପରିଚିତ ଥିଲେ ।୬ଥର ବିଧାୟକ ,ଥରେ ମନ୍ତ୍ରୀ,ଥରେ ସାଂସଦ ଥିଲେ ।ତାଙ୍କର ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି ।

Leave A Reply

Your email address will not be published.