୨୦୨୬ ମସିହା,ଅଗଷ୍ଟମାସ,୨୬ତାରିଖ,ବୁଧବାର,ଶ୍ରୀଶିବପବିତ୍ରା ରୋପଣ ଉତ୍ସବ,ଶ୍ରୀଲିଙ୍ଗରାଜଦେବଙ୍କ ଯାତ୍ରା,ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା,ମହମ୍ମଦ୍ ଜୟନ୍ତୀ।ଋତୁ-ବର୍ଷାଋତୁର(ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୩୨/୫୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୩/୫୩ ଶ୍ରାବଣମାସ,ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି-ତ୍ରୟୋଦଶୀ ଦିବା ଘ୭/୫୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୭/୫୮ମିପରେ ପଶ୍ଚିମଦିଗରେ,ରିକ୍ତାତିଥିଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୭/୫୮ମିମଧ୍ୟେ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବ ଦିଗକୁ ତ୍ୟାଗ କରି ଯାତ୍ରାକରାଯିବ ।ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,କର୍କଟ,କନ୍ୟା,ବିଛା, ଧନୁ,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର–ସିଂହ ରାଶିର ଘାତଚନ୍ଦ୍ର ଘାତବାର-କର୍କଟ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୧/୩୦ମି ପରେ ୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି,ସାମ୍ବତ୍ସରିକଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-ବାର୍ତ୍ତାକୀ(ବାଇଗଣ), ଦିବା ଘ୭/୫୮ମି ପରେ ବ୍ରିହୀ (ବିରି)ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳବେଳା)ଦିବା ଘ୮/୪୦ମି ରୁ ଘ୧୦/୧୨ମି ପର୍ଯ୍ୟନ୍ତ(ବାରବେଳା) ଦିବା ଘ୧୧/୪୫ମି ରୁ୨୦୨୬ ମସିହା,ଅଗଷ୍ଟ ମାସ, ୨୬ ତାରିଖ, ବୁଧବାର, ଶ୍ରୀଶିବପବିତ୍ରା ରୋପଣ ଉତ୍ସବ, ଶ୍ରୀଲିଙ୍ଗରାଜ ଦେବଙ୍କ ଯାତ୍ରା, ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା, ମହମ୍ମଦ୍ ଜୟନ୍ତୀ।ଋତୁ- ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୫୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୩/୫୩ଶ୍ରାବଣମାସ,ଶୁକ୍ଳପକ୍ଷ,ପଣ୍ଡିତ ବାସ,ତିଥି- ତ୍ରୟୋଦଶୀ ଦିବା ଘ୭/୫୮ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ,ଦିବା ଘ୭/୫୮ମି ପରେ ପଶ୍ଚିମ ଦିଗରେ । ରିକ୍ତାତିଥିଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୭/୫୮ମି ମଧ୍ୟେ ଯାତ୍ରା ଶୁଭ । ଦକ୍ଷିଣଦିଗ,ଅଗ୍ନିକୋଣ ଓ ପୂର୍ବ ଦିଗକୁ ତ୍ୟାଗକରି ଯାତ୍ରା କରାଯିବ ।ଚନ୍ଦ୍ରଶୁଦ୍ଧି- ମେଷ,ବୃଷ,କର୍କଟ,କନ୍ୟା,ବିଛା,ଧନୁ,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର–ସିଂହରାଶିର ଘାତଚନ୍ଦ୍ର ଘାତବାର-କର୍କଟ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧/୩୦ମି ପରେ ୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି,ସାମ୍ବତ୍ସରିକଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧ ଖାଦ୍ୟ-ବାର୍ତ୍ତାକୀ(ବାଇଗଣ)ଦିବା ଘ୭/୫୮ମିପରେ ବ୍ରିହୀ (ବିରି)ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳବେଳା)ଦିବା ଘ୮/୪୦ମି ରୁ ଘ୧୦/୧୨ମି ପର୍ଯ୍ୟନ୍ତ(ବାରବେଳା) ଦିବା ଘ୧୧/୪୫ମି ରୁ ଘ୧/୧୮ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୨/୪୦ମି ରୁ ଘ୪/୮ମି ପର୍ଯ୍ୟନ୍ତ,ଶୁଭବେଳା-(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୦ମି ମଧ୍ୟେ,ଘ୧୧/୫୯ମି ରୁ ଘ୧/୩୫ମି ମଧ୍ୟେ, ରାତ୍ରି ଘ୬/୪୫ମି ରୁ ଘ୯/୯ମି ମଧ୍ୟେ,ଘ୧/୫୫ମି ରୁ ରାତ୍ରିଶେଷ ଘ୫/୩୩ମି ପର୍ଯ୍ୟନ୍ତ (ମାହେନ୍ଦ୍ରବେଳା)ଦିବା ଘ୩/୫୮ମି ରୁ ଘ୫/୩୪ମି ମଧ୍ୟେ, ରାତ୍ରି ଘ୯/୧୧ମି ରୁ ଘ୧୦/୪୭ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ-ମୃତବ୍ୟକ୍ତିଙ୍କ ପୁଷ୍କର ଦୋଷ ନାହିଁ ।ପ୍ରଥମ ରଜୋଶ୍ଚକ୍ରେ-ରଜଶ୍ଚକ୍ରେ ବିଧବା ।ଶାନ୍ତି କରଣୀୟ।ରାତ୍ରି ଘ୧/୩୦ମିପରେ ସର୍ବସମ୍ପନ୍ନା । ଦିବା ଘ୭/୫୮ମି ମଧ୍ୟେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ) ।ଶୁଭକର୍ମ- ସୂର୍ଯ୍ୟୋଦୟ ରୁ ଦିବା ଘ୭/୫୮ମିମଧ୍ୟେ ୨୨ ନକ୍ଷତ୍ରେ ଉଗ୍ରଦେବତା ପ୍ରତିଷ୍ଠା,ନବଦୋଳାଦ୍ୟାରୋହଣ, ନୌକାଗଠନ,ଚାଳନ ଓ ଯାତ୍ରା,ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ୟୁପଭୋଗ,ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ,ବାଣିଜ୍ୟକରଣ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ, ରାଜଦରର୍ଶନ ।(ରାଧାରମଣ)ସୂର୍ଯ୍ୟୋଦୟଠାରୁ ଦିବା ଘ୮/୦ମି ମଧ୍ୟେ ଶ୍ରବଣା ନକ୍ଷତ୍ରେ ଅନ୍ନପ୍ରାଶନ, ଦେବତା ଗଠନ,ନାମକରଣ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ,ରାଜଦର୍ଶନ,ନୂତନ ଯାନପୂଜା(ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)
🐐ମେଷ👉ଆଜିର ଚନ୍ଦ୍ର ଦଶମସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ ସଦ୍ଭାବ ପାରମ୍ପରିକ ଆନ୍ତରିକତାର ବାତାବରଣ ସୃଷ୍ଟିହେବ। କିନ୍ତୁ କର୍ମକ୍ଷେତ୍ରରେ ଭଲ କଥାକହିଲେ ମଧ୍ୟ ସହକର୍ମୀ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିବେ।
🐂ବୃଷ👉ରାଶ୍ୟାଧିପ ଶନିଙ୍କଦୃଷ୍ଟିରେ ରହିଥିବାରୁ ସମ୍ପର୍କହାନି, ସନ୍ତାନ ହେତୁକ ଅଶାନ୍ତି,ସ୍ବାସ୍ଥ୍ୟପାଇଁ ପ୍ରତିକୂଳତା ସୃଷ୍ଟିହେବ। ସୌଖୀନ ଦ୍ରବ୍ୟ, ସଙ୍ଗୀତ, କ୍ରୀଡ଼ାରେ ନୈପୁଣ୍ୟତା ପ୍ରଦାନକରିବେ।କୌଣସି ଆଲୋଚନା ପରିପ୍ରେକ୍ଷୀରେ ସଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ।ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ।
👩❤️👨 ମିଥୁନ👉ଧନାଧିପ ଦେବଗୁରୁ ଅର୍ଥପ୍ରାଚୁର୍ଯ୍ୟ ପ୍ରଦାନ କରି ଖୁସି ମନରେ ଦିନଟିକୁ ବିତାଇନେବେ।ଗତକାଲି ଯେଉଁ ବିଷୟନେଇ ଚିନ୍ତା କରୁଥିଲେ ଆଜି ତାହା କାମରେ କରିଦେଖାଇବେ।ଶିଳ୍ପ,ବାଣିଜ୍ୟ,ପରିବହନ,ନିର୍ମାଣ ଓ ସଭାସମିତିରେ କାମ ଶୃଙ୍ଖଳିତ ହେବ।ସାହିତ୍ୟ,ସାମ୍ବାଦିକତା,ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ।
🦀କର୍କଟ👉ସପ୍ତମଭାବସ୍ଥ ଚନ୍ଦ୍ର ପ୍ରଭାବରେ ପ୍ରିୟ ବନ୍ଧୁଟି ପାଖରୁ ପ୍ରେରଣା ଲାଭ କରି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି।ଘରକୁ ଫେରିବା ସମୟରେ ଘରର ବରାଦ ଅନୁଯାୟୀ ମନୋରଞ୍ଜନ ଜିନିଷ କ୍ରୟକରିବେ।ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସହଜହେବ।ବିରୋଧ କରୁଥିବା ବ୍ୟକ୍ତି ପ୍ରତି ଜଗିରଖି ଚଳିବା ଭଲ ହେବ।
🦁 ସିଂହ👉ଲାଭଭାବରେ ମଙ୍ଗଳଯୋଗୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ମନରେ ଉତ୍ସୁକତା ଦେଖାଦେବ। ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂଚନା ରହିଛି।ନୂତନଗୃହ,ଯାନବାହନ କ୍ରୟ,ଭ୍ରମଣ ଏବଂ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳପାଇବେ।ସାହିତ୍ୟଚର୍ଚ୍ଚା,ଗବେଷଣା,ଅନୁସନ୍ଧାନ ଓ ଏବଂ ରାଜନୀତିରେ ଚେଷ୍ଟା ସଫଳ ହେବ।
🧕କନ୍ୟା👉ଧନ ଭାଗ୍ୟାଧିପ ଶୁକ୍ରଯୋଗୁ ଅନେକ ଆଶାନେଇ ଯାହା କରିବାକୁ ଯାଉଛନ୍ତି ସେଥିରେ ସଫଳତା ପାଇବେ।କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ,ଯାହାକି ସମସ୍ୟାକୁ ବଢ଼ାଇ ଦେଇପାରେ। ଆଲୋଚନା କ୍ଷେତ୍ରରେ ଇଚ୍ଛା ନଥିଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି।
⚖️ତୁଳା👉ଷଷ୍ଠସ୍ଥାନରେ ବଳହୀନ ଶନିଙ୍କ ଦୁର୍ବଳ ଶୁକ୍ରଙ୍କ ଦୃଷ୍ଟିରେ ରହିଥିବାରୁ ଆଜିର କାମଗୁଡ଼ିକ ସଂଘର୍ଷପୂର୍ଣ୍ଣ ରହିବ।ଆପଣଙ୍କର ପରିସ୍ଥିତିକୁ ଲାଘବ ସକାଶେ ଜଣେ ବନ୍ଧୁ ହଠାତ୍ ଖୁସି ଖବରସାଙ୍ଗକୁ କିଛି ଅର୍ଥ ଦେଇଯିବେ।ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ।ପାରିବାରିକକ୍ଷେତ୍ରରେ ସମସ୍ୟା ନଥିଲେ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତିର ବାତାବରଣ ଆସି ନପାରେ।
🦂ବିଛା👉ଗୁରୁ ଓ ଶୁକ୍ର ଶୁଭଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ବହୁଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସିହେବେ।ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆଶାନୁରୂପ ଫଳ ପାଇ ଖୁସି ହେବେ। ଦୀର୍ଘଦିନର ବିବାଦୀୟ ଘଟଣାର ଅବସାନ ଘଟିବ,କିନ୍ତୁ ଏଥିପାଇଁ ବହୁତ କଷ୍ଟସ୍ବୀକାର କରିବାକୁ ପଡ଼ିପାରେ।
🏹ଧନୁ👉ଅନୁକୂଳ ଗ୍ରହ ପ୍ରଭାବରୁ ବହୁତଦିନରୁ ମନରେ ଭାବୁଥିବା କଥାଟି କାର୍ଯ୍ୟରେ ପରିଣତ ହେବ। ବନ୍ଧୁଙ୍କ ସଦ୍ଭାବ,ସହକର୍ମୀଙ୍କ ସହଯୋଗ ଚେଷ୍ଟା କରୁଥିବା କାମ ହାସଲକୁ ତ୍ୱରାନ୍ବିତ କରିବ।ସହକର୍ମୀ ଜରିଆରେ ବିଶ୍ୱସ୍ଥ ସୂତ୍ରରୁ ଭୁଲ୍ ଖବରଟିଏ ପାଇ ବିବ୍ରତ ହେବେ। ଆର୍ଥିକ ଉନ୍ନତିର ଆଶା ଉଜ୍ଜ୍ୱଳତର ହେବ ଓ ମକଦ୍ଦମାରେ ବିଜୟୀ ହେବେ।
🐊ମକର👉ରାଶିସ୍ଥ ଚନ୍ଦ୍ରଙ୍କଯୋଗୁ ପ୍ରିୟଜନଙ୍କ ପରାମର୍ଶରେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ।କର୍ମକ୍ଷେତ୍ରରେ ପୃଷ୍ଠସାହାଯ୍ୟର ପ୍ରତିଶ୍ରୁତି ପାଇ ମନୋବଳ କ୍ରମଶଃ ବୃଦ୍ଧି ପାଇବ।ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ କିନ୍ତୁ ବ୍ୟବସାୟିକ ଦିଗଟି ଭଲରହିବ।
🏺କୁମ୍ଭ👉ଗ୍ରହମାନଙ୍କ ପ୍ରତିକୂଳତା ସ୍ଥିତିଜନିତ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ସାମୂହିକ କାମ ମଧ୍ୟରେ ଅପ୍ରିୟ ସତ୍ୟକଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ।କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକକୁ ସାମ୍ନା କରିବାର ଧୈର୍ଯ୍ୟ ଧାରଣ କରି ମୁକାବିଲାର ସମ୍ମୁଖୀନ ହେବେ।ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସମସ୍ୟା ବଢ଼ିପାରେ।
🐟ମୀନ👉ବୃହସ୍ପତିଙ୍କଦୃଷ୍ଟିରେ ଚନ୍ଦ୍ର ବ୍ୟୟାଧିକ୍ୟ, ଦୂରଯାତ୍ରା,କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ।ପାରିବାରିକକ୍ଷେତ୍ରରେ ରହିଆସିଥିବା ସମସ୍ୟାହେତୁ ଦୁର୍ଭାବନା ବଢ଼ିବ। ପରିବହନ,ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ।ଅସାବଧାନତା କାରଣରୁ ଦ୍ରବ୍ୟନଷ୍ଟଯୋଗୁ କ୍ଷୋଭ ପ୍ରକାଶ କରିବେ।
🕉️ନୀତିବାଣୀ🕉️
କୋଟିଏ ଜନ୍ମର, ତପସ୍ୟାର ଫଳେ
ମଣିଷ ଜନମ ଭବେ,
ନିନ୍ଦା” “ଅପମାନ” “ଗ୍ଲାନି” ଯେତେ ସବୁ
ଡଷ୍ଟବିନ ଫିଙ୍ଗ ତେବେ…
ପରୋପକାର ବୃକ୍ଷ ମାନଙ୍କଠାରୁ ଶିଖି ପାରିବେ ।
ଯେପରି ଜଳଉପରେ ତୈଳ ବିନ୍ଦୁ ନିକ୍ଷେପକଲେ ତାହା ସମୁଦାୟ ଜଳ ଉପରେ ବିସ୍ତୃତ ହୋଇଯାଏ ସେହିପରି ଏକତ୍ର ଭୋଜନ କଲେ,ଏକତ୍ର ବସିଲେ, ଏକତ୍ର ଗପିଲେ ଜଣଙ୍କର ପାପ ଅନ୍ୟଠାରେ ସଂକ୍ରମିତ ହୋଇଥାଏ ।
ମିଛ ଏଥିପାଇଁ ଜିତେ କାରଣ ସମସ୍ତଙ୍କର ସତ୍ୟକୁ Supportକରିବାର Capacity ନାହିଁ ।
ଆଜିର ରାଶିଫଳ
Prev Post
