ବାଘ ଆତଙ୍କ , ୨ ଗୁରୁତର

0 249

ଭୁବନେଶ୍ବର:୨୨/୧୧-  କେନ୍ଦ୍ରାପଡାରେ ହେଟା ବାଘ ଆତଙ୍କ । ପ୍ରକାଶ ଯେ ,    କେନ୍ଦ୍ରାପଡ଼ା ରାଜନଗରର ରାଜପୁର ଗାଁରେ ହେଟା ବାଘ ଆକ୍ରମଣରେ ୨ ଗୁରୁତର ।ଗୁରୁତର ହେଲେ ଉକ୍ତ ଗ୍ରାମର  ପ୍ରତାପ  ଦାସ ଓ ତାଙ୍କ ମାଁ କମଳି ଦାସ ବୋଲି ଜଣାପଡିଛି । ଗୁରୁତର ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ବନ ବିଭାଗ ହେଟାବାଘ କୁ ଧରିବା ପାଇଁ ଜଗିରହିଛି ।

Leave A Reply

Your email address will not be published.